ଶ୍ରଦ୍ଧାତ୍ରଯଵିଭାଗଯୋଗ - ଆୟାତ ଶ୍ଲୋକ 12
ଶ୍ରଦ୍ଧାତ୍ରଯଵିଭାଗଯୋଗ
ଶ୍ଲୋକ 12
ଅଭିସନ୍ଧାଯ ତୁ ଫଲଂ ଦମ୍ଭାର୍ଥମପି ଚୈଵ ଯତ୍ |
ଇଜ୍ଯତେ ଭରତଶ୍ରେଷ୍ଠ ତଂ ଯଜ୍ଞଂ ଵିଦ୍ଧି ରାଜସମ୍ ||୧୭-୧୨||
ଅନୁବାଦ
ହେ ଭରତଶ୍ରେଷ୍ଠ! ଯେଉଁ ଯଜ୍ଞ ଭୌତିକ ଲାଭ ଆଶାରେ କପଟ ଭାବରେ ହୋଇଥାଏ, ତାହା ରାଜସିକ ଗୁଣଯୁକ୍ତ ବୋଲି ଜାଣ ।