ଗୁଣତ୍ରଯଵିଭାଗଯୋଗ - Verse ଶ୍ଲୋକ 5
ଶ୍ଲୋକ 5
ସତ୍ତ୍ଵଂ ରଜସ୍ତମ ଇତି ଗୁଣାଃ ପ୍ରକୃତିସମ୍ଭଵାଃ |
ନିବଧ୍ନନ୍ତି ମହାବାହୋ ଦେହେ ଦେହିନମଵ୍ଯଯମ୍ ||୧୪-୫||
Translation
ହେ ବୀର ଅର୍ଜୁନ! ପ୍ରକୃତିର ତିନୋଟି ଗୁଣ ରହିଛି- ସତ୍ତ୍ୱ (ସାଧୁତା), ରଜ (କାମନା), ତମ (ଅଜ୍ଞାନ) । ଏହି ଗୁଣ ଗୁ୍ଡ଼ିକ ନିତ୍ୟ ଆତ୍ମାକୁ ଅନିତ୍ୟ ଶରୀରରେ ବାନ୍ଧି ଦିଅନ୍ତି ।