କ୍ଷେତ୍ର-କ୍ଷେତ୍ରଜ୍ଞଵିଭାଗଯୋଗ - Verse ଶ୍ଲୋକ 32
ଶ୍ଲୋକ 32
ଅନାଦିତ୍ଵାନ୍ନିର୍ଗୁଣତ୍ଵାତ୍ପରମାତ୍ମାଯମଵ୍ଯଯଃ |
ଶରୀରସ୍ଥୋଽପି କୌନ୍ତେଯ ନ କରୋତି ନ ଲିପ୍ଯତେ ||୧୩-୩୨||
Translation
ହେ କୁନ୍ତି ପୁତ୍ର! ପରମାତ୍ମା ଅବିନଶ୍ୱର ଅଟନ୍ତି, ସେ ଅନାଦି ଏବଂ ଗୁଣ ରହିତ ଅଟନ୍ତି । ସେ ଶରୀର ମଧ୍ୟରେ ସ୍ଥିତ ହୋଇଥିଲେ ମଧ୍ୟ, କୌଣସି କର୍ମ କରନ୍ତି ନାହିଁ କିମ୍ବା ମାୟା ଶକ୍ତି ଦ୍ୱାରା କଳୁଷିତ ହୁଅନ୍ତି ନାହିଁ ।