କ୍ଷେତ୍ର-କ୍ଷେତ୍ରଜ୍ଞଵିଭାଗଯୋଗ - Verse ଶ୍ଲୋକ 31
ଶ୍ଲୋକ 31
ଯଦା ଭୂତପୃଥଗ୍ଭାଵମେକସ୍ଥମନୁପଶ୍ଯତି |
ତତ ଏଵ ଚ ଵିସ୍ତାରଂ ବ୍ରହ୍ମ ସମ୍ପଦ୍ଯତେ ତଦା ||୧୩-୩୧||
Translation
ଯେତେବେଳେ ସେମାନେ ଦେଖିପାରନ୍ତି ଯେ, ଭିନ୍ନ ଭିନ୍ନ ପ୍ରକାରର ଜୀବ ଗୋଟିଏ ଭୌତିକ ପ୍ରକୃତିରେ ସ୍ଥିତ ଅଛନ୍ତି ଏବଂ ହୃଦୟଙ୍ଗମ କରନ୍ତି ଯେ ସମସ୍ତେ ସେଥିରୁ ଜନ୍ମ ନେଇଛନ୍ତି, ସେମାନେ ବ୍ରହ୍ମଙ୍କର ଅନୁଭୂତି ଲାଭ କରନ୍ତି ।