କ୍ଷେତ୍ର-କ୍ଷେତ୍ରଜ୍ଞଵିଭାଗଯୋଗ - Verse ଶ୍ଲୋକ 30
ଶ୍ଲୋକ 30
ପ୍ରକୃତ୍ଯୈଵ ଚ କର୍ମାଣି କ୍ରିଯମାଣାନି ସର୍ଵଶଃ |
ଯଃ ପଶ୍ଯତି ତଥାତ୍ମାନମକର୍ତାରଂ ସ ପଶ୍ଯତି ||୧୩-୩୦||
Translation
ଯେଉଁମାନେ ବୁଝିପାରନ୍ତି ଯେ ସମସ୍ତ କର୍ମ (ଶରୀରର) ଭୌତିକ ପ୍ରକୃତି ଦ୍ୱାରା ସମ୍ପାଦିତ ହୋଇଥାଏ ତଥା ଦେହଧାରୀ ଆତ୍ମା ପ୍ରକୃତରେ କୌଣସି କାର୍ଯ୍ୟ କରେ ନାହିଁ, ସେମାନେ ହିଁ ସତ୍ୟତାର ଦର୍ଶନ କରନ୍ତି ।