ଭକ୍ତିଯୋଗ - Verse ଶ୍ଲୋକ 9
ଶ୍ଲୋକ 9
ଅଥ ଚିତ୍ତଂ ସମାଧାତୁଂ ନ ଶକ୍ନୋଷି ମଯି ସ୍ଥିରମ୍ |
ଅଭ୍ଯାସଯୋଗେନ ତତୋ ମାମିଚ୍ଛାପ୍ତୁଂ ଧନଞ୍ଜଯ ||୧୨-୯||
Translation
ହେ ଅର୍ଜୁନ! ଯଦି ତୁମେ ସ୍ଥିର ଭାବରେ ମୋଠାରେ ମନ ଲଗାଇ ପାରୁନାହଁ, ତାହାହେଲେ ସାଂସାରିକ ଜଞ୍ଜାଳରୁ ମନକୁ ବାରମ୍ବାର ହଟାଇ, ଭକ୍ତିର ସହିତ ମୋର ସ୍ମରଣ କରିବାର ଅଭ୍ୟାସ କର ।