ଭକ୍ତିଯୋଗ - Verse ଶ୍ଲୋକ 8
ଶ୍ଲୋକ 8
ମଯ୍ଯେଵ ମନ ଆଧତ୍ସ୍ଵ ମଯି ବୁଦ୍ଧିଂ ନିଵେଶଯ |
ନିଵସିଷ୍ଯସି ମଯ୍ଯେଵ ଅତ ଊର୍ଧ୍ଵଂ ନ ସଂଶଯଃ ||୧୨-୮||
Translation
ତୁମର ମନକୁ କେବଳ ମୋଠାରେ କେନ୍ଦ୍ରୀଭୂତ କର ଏବଂ ବୁଦ୍ଧି ମୋତେ ସମର୍ପଣ କର । ତଦ୍ୱାରା ତୁମେ ମୋ ସହିତ ସର୍ବଦା ବାସ କରିବ, ଏଥିରେ କୌଣସି ସନ୍ଦେହ ନାହିଁ ।