ଭକ୍ତିଯୋଗ - Verse ଶ୍ଲୋକ 10
ଶ୍ଲୋକ 10
ଅଭ୍ଯାସେଽପ୍ଯସମର୍ଥୋଽସି ମତ୍କର୍ମପରମୋ ଭଵ |
ମଦର୍ଥମପି କର୍ମାଣି କୁର୍ଵନ୍ସିଦ୍ଧିମଵାପ୍ସ୍ଯସି ||୧୨-୧୦||
Translation
ତୁମେ ଯଦି ଭକ୍ତି ସହକାରେ ମୋ ସ୍ମରଣର ଅଭ୍ୟାସ କରିପାରୁନାହଁ, ତାହେଲେ କେବଳ ମୋ ନିମିତ୍ତ କର୍ମ କରିବାକୁ ଚେଷ୍ଟା କର । ଏହିପରି ମୋର ଭକ୍ତିଯୁକ୍ତ ସେବା କରି, ତୁମେ ପରିପୂର୍ଣ୍ଣତାକୁ ପ୍ରାପ୍ତ କରିପାରିବ ।