ଵିଶ୍ଵରୂପଦର୍ଶନଯୋଗ - Verse ଶ୍ଲୋକ 8
ଶ୍ଲୋକ 8
ନ ତୁ ମାଂ ଶକ୍ଯସେ ଦ୍ରଷ୍ଟୁମନେନୈଵ ସ୍ଵଚକ୍ଷୁଷା |
ଦିଵ୍ଯଂ ଦଦାମି ତେ ଚକ୍ଷୁଃ ପଶ୍ଯ ମେ ଯୋଗମୈଶ୍ଵରମ୍ ||୧୧-୮||
Translation
କିନ୍ତୁ ମୋର ଏହି ବିଶ୍ୱରୂପର ଦର୍ଶନ ତୁମେ ନିଜ ମାୟିକ ଚକ୍ଷୁରେ କରିପାରିବ ନାହିଁ । ତେଣୁ ମୁଁ ତୁମକୁ ଦିବ୍ୟଦୃଷ୍ଟି ପ୍ରଦାନ କରୁଛି, ମୋ ବିଶାଳ ଐଶ୍ୱର୍ଯ୍ୟର ଅବଲୋକନ କର ।