ଵିଶ୍ଵରୂପଦର୍ଶନଯୋଗ - Verse ଶ୍ଲୋକ 7
ଶ୍ଲୋକ 7
ଇହୈକସ୍ଥଂ ଜଗତ୍କୃତ୍ସ୍ନଂ ପଶ୍ଯାଦ୍ଯ ସଚରାଚରମ୍ |
ମମ ଦେହେ ଗୁଡାକେଶ ଯଚ୍ଚାନ୍ଯଦ୍ ଦ୍ରଷ୍ଟୁମିଚ୍ଛସି ||୧୧-୭||
Translation
ହେ ଅର୍ଜୁନ! ଏବେ ଦେଖ, ସମସ୍ତ ଚର ଓ ଅଚର ଯୁକ୍ତ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ ମୋର ବିଶ୍ୱ ସ୍ୱରୂପରେ ଅବସ୍ଥିତ ରହିଛି । ଅନ୍ୟ ଯାହା କିଛି ବି ତୁମେ ଦେଖିବାକୁ ଚାହୁଁଛ, ଏହି ବିଶ୍ୱରୂପ ମଧ୍ୟରେ ତାହା ଦେଖିପାରିବ ।