ଵିଶ୍ଵରୂପଦର୍ଶନଯୋଗ - Verse ଶ୍ଲୋକ 51
ଶ୍ଲୋକ 51
ଅର୍ଜୁନ ଉଵାଚ |
ଦୃଷ୍ଟ୍ଵେଦଂ ମାନୁଷଂ ରୂପଂ ତଵ ସୌମ୍ଯଂ ଜନାର୍ଦନ |
ଇଦାନୀମସ୍ମି ସଂଵୃତ୍ତଃ ସଚେତାଃ ପ୍ରକୃତିଂ ଗତଃ ||୧୧-୫୧||
Translation
ଅର୍ଜୁନ କହିଲେ: ହେ ଶ୍ରୀକୃଷ୍ଣ! ଆପଣଙ୍କର ମଧୁର ମନୁଷ୍ୟ ରୂପ (ଦୁଇ ହସ୍ତଯୁକ୍ତ) ଦେଖି, ମୁଁ ମୋର ମାନସିକ ଶାନ୍ତି ଫେରି ପାଇଛି ଏବଂ ମୋ ମନ ସାଧାରଣ ସ୍ଥିତିକୁ ଆସିଯାଇଛି ।