ଗୀତା ଧ୍ଯାନ - Verse ଶ୍ଲୋକ 2
ଶ୍ଲୋକ 2
ନମୋଽସ୍ତୁତେ ଵ୍ଯାସ ଵସଲବୁଦ୍ଧ
ଫୁଲ୍ଲରଵିନ୍ଦଯାତ୍ପତ୍ରନେତ୍ର
ଯେନ ତ୍ଵଯା ଭରଥୈଲପୂର୍ଣା
ପ୍ରଜ୍ଜଵଲିତୋ ଜ୍ଞାନମଯଃ ପ୍ରଦୀପଃ
Translation
ମହାଭାରତରୂପୀ ତେଲରେ ଜ୍ଞାନଦୀପ ପ୍ରଜ୍ୱଳିତ କରି ବିଶ୍ୱକୁ ପ୍ରକାଶିତ କରିଥିବା, ଖିଲିଥିବା ପଦ୍ମପତ୍ର ସଦୃଶ ନୟନଯୁକ୍ତ ଏବଂ ବିଶାଳ ବୁଦ୍ଧିସମ୍ପନ୍ନ ବେଦବ୍ୟାସ ମହର୍ଷିଙ୍କୁ ନମସ୍କାର।