ରାଜଵିଦ୍ଯା ରାଜଗୁହ୍ଯଯୋଗ - Verse ଶ୍ଲୋକ 4
ଶ୍ଲୋକ 4
ମଯା ତତମିଦଂ ସର୍ଵଂ ଜଗଦଵ୍ଯକ୍ତମୂର୍ତିନା |
ମତ୍ସ୍ଥାନି ସର୍ଵଭୂତାନି ନ ଚାହଂ ତେଷ୍ଵଵସ୍ଥିତଃ ||୯-୪||
Translation
ସମସ୍ତ ଭୌତିକ ପରିପ୍ରକାଶରେ ମୁଁ ଅବ୍ୟକ୍ତ ରୂପରେ ବ୍ୟାପ୍ତ ଅଛି । ସମସ୍ତ ଜୀବ ମୋ ଠାରେ ନିବାସ କରନ୍ତି, ମୁଁ ତାଙ୍କ ଠାରେ ନିବାସ କରେ ନାହିଁ ।