ରାଜଵିଦ୍ଯା ରାଜଗୁହ୍ଯଯୋଗ - Verse ଶ୍ଲୋକ 3
ଶ୍ଲୋକ 3
ଅଶ୍ରଦ୍ଦଧାନାଃ ପୁରୁଷା ଧର୍ମସ୍ଯାସ୍ଯ ପରନ୍ତପ |
ଅପ୍ରାପ୍ଯ ମାଂ ନିଵର୍ତନ୍ତେ ମୃତ୍ଯୁସଂସାରଵର୍ତ୍ମନି ||୯-୩||
Translation
ହେ ଶତ୍ରୁଜୟୀ! ଯେଉଁମାନଙ୍କର ଏହି ଧର୍ମରେ ଶ୍ରଦ୍ଧା ନାହିଁ, ସେମାନେ ମୋତେ ପ୍ରାପ୍ତ କରି ପାରନ୍ତି ନାହିଁ । ସେମାନେ ଜନ୍ମ ମୃତ୍ୟୁର ଚକ୍ରରେ ବାରମ୍ବାର ଏହି ସଂସାରକୁ ଫେରିଆସନ୍ତି ।