ରାଜଵିଦ୍ଯା ରାଜଗୁହ୍ଯଯୋଗ - Verse ଶ୍ଲୋକ 5
ଶ୍ଲୋକ 5
ନ ଚ ମତ୍ସ୍ଥାନି ଭୂତାନି ପଶ୍ଯ ମେ ଯୋଗମୈଶ୍ଵରମ୍ |
ଭୂତଭୃନ୍ନ ଚ ଭୂତସ୍ଥୋ ମମାତ୍ମା ଭୂତଭାଵନଃ ||୯-୫||
Translation
ତଥାପି ସମସ୍ତ ଜୀବ ମୋ ଭିତରେ ନ ଥା’ନ୍ତି । ମୋର ଦିବ୍ୟ ଶକ୍ତିର ରହସ୍ୟକୁ ଦେଖ! ସମସ୍ତ ଜୀବଙ୍କର ସୃଷ୍ଟିକର୍ତ୍ତା ଓ ପାଳନ କର୍ତ୍ତା ହୋଇ ମଧ୍ୟ ମୁଁ ସେମାନଙ୍କ ଦ୍ୱାରା ଅଥବା ମାୟିକ ସୃଷ୍ଟି ଦ୍ୱାରା ପ୍ରଭାବିତ ହୁଏ ନାହିଁ ।