ରାଜଵିଦ୍ଯା ରାଜଗୁହ୍ଯଯୋଗ - Verse ଶ୍ଲୋକ 6
ରାଜଵିଦ୍ଯା ରାଜଗୁହ୍ଯଯୋଗ
ଶ୍ଲୋକ 6
ଯଥାକାଶସ୍ଥିତୋ ନିତ୍ଯଂ ଵାଯୁଃ ସର୍ଵତ୍ରଗୋ ମହାନ୍ |
ତଥା ସର୍ଵାଣି ଭୂତାନି ମତ୍ସ୍ଥାନୀତ୍ଯୁପଧାରଯ ||୯-୬||
Translation
ପ୍ରବଳ ପରାକ୍ରମୀ ବାୟୁ ସର୍ବତ୍ର ପ୍ରବାହିତ ହୋଇ ମଧ୍ୟ ଯେପରି ଆକାଶରେ ସ୍ଥିତ ରହିଥାଏ, ସେହିପରି ଜୀବସମୁଦାୟ ମୋ ଠାରେ ସ୍ଥିତ ଅଟନ୍ତି ।