ଅକ୍ଷରବ୍ରହ୍ମଯୋଗ - Verse ଶ୍ଲୋକ 16
ଶ୍ଲୋକ 16
ଆବ୍ରହ୍ମଭୁଵନାଲ୍ଲୋକାଃ ପୁନରାଵର୍ତିନୋଽର୍ଜୁନ |
ମାମୁପେତ୍ଯ ତୁ କୌନ୍ତେଯ ପୁନର୍ଜନ୍ମ ନ ଵିଦ୍ଯତେ ||୮-୧୬||
Translation
ହେ ଅର୍ଜୁନ! ବ୍ରହ୍ମାଣ୍ଡର ପ୍ରତ୍ୟେକ ମାୟିକ ଲୋକ, ଏପରିକି ସର୍ବୋଚ୍ଚ ବ୍ରହ୍ମଲୋକ ପର୍ଯ୍ୟନ୍ତ ଯାଇ ପୁନର୍ଜନ୍ମ ନେବାକୁ ପଡିଥାଏ । କିନ୍ତୁ ହେ କୁନ୍ତି ପୁତ୍ର! ମୋର ଲୋକ ପ୍ରାପ୍ତ କରିବା ପରେ ଆଉ ପୁନର୍ଜନ୍ମ ହୁଏ ନାହିଁ ।