ଅକ୍ଷରବ୍ରହ୍ମଯୋଗ - Verse ଶ୍ଲୋକ 15
ଶ୍ଲୋକ 15
ମାମୁପେତ୍ଯ ପୁନର୍ଜନ୍ମ ଦୁଃଖାଲଯମଶାଶ୍ଵତମ୍ |
ନାପ୍ନୁଵନ୍ତି ମହାତ୍ମାନଃ ସଂସିଦ୍ଧିଂ ପରମାଂ ଗତାଃ ||୮-୧୫||
Translation
ମୋତେ ପ୍ରାପ୍ତ କରିବା ପରେ ମହାପୁରୁଷମାନେ ଏହି ନଶ୍ୱର ଏବଂ ଦୁଃଖମୟ ସଂସାରରେ ପୁର୍ନବାର ଜନ୍ମଗ୍ରହଣ କରନ୍ତି ନାହିଁ, କାରଣ ସେମାନେ ସର୍ବୋଚ୍ଚ ପରିପୂର୍ଣ୍ଣତା ହାସଲ କରିସାରିଛନ୍ତି ।