ଜ୍ଞାନଵିଜ୍ଞାନଯୋଗ - Verse ଶ୍ଲୋକ 28
ଶ୍ଲୋକ 28
ଯେଷାଂ ତ୍ଵନ୍ତଗତଂ ପାପଂ ଜନାନାଂ ପୁଣ୍ଯକର୍ମଣାମ୍ |
ତେ ଦ୍ଵନ୍ଦ୍ଵମୋହନିର୍ମୁକ୍ତା ଭଜନ୍ତେ ମାଂ ଦୃଢଵ୍ରତାଃ ||୭-୨୮||
Translation
କିନ୍ତୁ ପୁଣ୍ୟ କର୍ମଦ୍ୱାରା ଯାହାର ପାପସବୁ ନଷ୍ଟ ହୋଇଯାଇ ଥାଏ, ସେମାନେ ଦ୍ୱୈତର ଭ୍ରମରୁ ମୁକ୍ତ ହୋଇ ଯାଆନ୍ତି । ସେପରି ବ୍ୟକ୍ତିମାନେ ଦୃଢ଼ ନିଷ୍ଠାର ସହିତ ମୋର ଉପାସନା କରନ୍ତି ।