ଜ୍ଞାନଵିଜ୍ଞାନଯୋଗ - Verse ଶ୍ଲୋକ 29
ଶ୍ଲୋକ 29
ଜରାମରଣମୋକ୍ଷାଯ ମାମାଶ୍ରିତ୍ଯ ଯତନ୍ତି ଯେ |
ତେ ବ୍ରହ୍ମ ତଦ୍ଵିଦୁଃ କୃତ୍ସ୍ନମଧ୍ଯାତ୍ମଂ କର୍ମ ଚାଖିଲମ୍ ||୭-୨୯||
Translation
ଯେଉଁମାନେ ବାର୍ଦ୍ଧକ୍ୟ ଏବଂ ମୃତ୍ୟୁର କଷ୍ଟରୁ ମୁକ୍ତି ପାଇବାର ଅଭିଳାଷ ରଖି ମୋର ଆଶ୍ରିତ ହୁଅନ୍ତି, ସେମାନେ ବ୍ରହ୍ମ, ଜୀବ, କର୍ମ ପ୍ରତିକ୍ରିୟାର ସମଗ୍ର କ୍ଷେତ୍ର ବିଷୟରେ ଅବଗତ ହୁଅନ୍ତି ।