ଜ୍ଞାନଵିଜ୍ଞାନଯୋଗ - Verse ଶ୍ଲୋକ 25
ଶ୍ଲୋକ 25
ନାହଂ ପ୍ରକାଶଃ ସର୍ଵସ୍ଯ ଯୋଗମାଯାସମାଵୃତଃ |
ମୂଢୋଽଯଂ ନାଭିଜାନାତି ଲୋକୋ ମାମଜମଵ୍ଯଯମ୍ ||୭-୨୫||
Translation
ମୋର ଦିବ୍ୟ ସ୍ୱରୂପ ଯୋଗମାୟା ଶକ୍ତି ଦ୍ୱାରା ଆବୃତ ହୋଇଥିବା କାରଣରୁ ସମସ୍ତଙ୍କୁ ଦୃଶ୍ୟମାନ ହୁଏ ନାହିଁ । ତେଣୁ ଅଜ୍ଞାନୀ ବ୍ୟକ୍ତିମାନେ ଜାଣନ୍ତି ନାହିଁ ଯେ ମୁଁ ଅଜନ୍ମା ଏବଂ ଅପରିବର୍ତ୍ତନୀୟ ଅଟେ ।