ଜ୍ଞାନଵିଜ୍ଞାନଯୋଗ - Verse ଶ୍ଲୋକ 26
ଜ୍ଞାନଵିଜ୍ଞାନଯୋଗ
ଶ୍ଲୋକ 26
ଵେଦାହଂ ସମତୀତାନି ଵର୍ତମାନାନି ଚାର୍ଜୁନ |
ଭଵିଷ୍ଯାଣି ଚ ଭୂତାନି ମାଂ ତୁ ଵେଦ ନ କଶ୍ଚନ ||୭-୨୬||
Translation
ହେ ଅର୍ଜୁନ! ମୁଁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଜାଣେ ଏବଂ ମୁଁ ସମସ୍ତ ପ୍ରାଣୀଙ୍କୁ ମଧ୍ୟ ଜାଣେ; କିନ୍ତୁ କେହି ମୋତେ ଜାଣନ୍ତି ନାହିଁ ।