ଜ୍ଞାନଵିଜ୍ଞାନଯୋଗ - Verse ଶ୍ଲୋକ 14
ଶ୍ଲୋକ 14
ଦୈଵୀ ହ୍ଯେଷା ଗୁଣମଯୀ ମମ ମାଯା ଦୁରତ୍ଯଯା |
ମାମେଵ ଯେ ପ୍ରପଦ୍ଯନ୍ତେ ମାଯାମେତାଂ ତରନ୍ତି ତେ ||୭-୧୪||
Translation
ପ୍ରକୃତିର ତ୍ରିଗୁଣାତ୍ମିକା ମୋର ଦିବ୍ୟଶକ୍ତି ମାୟାକୁ ଜୟ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ଅଟେ । ଯେଉଁମାନେ ମୋର ଶରଣାଗତ ହୁଅନ୍ତି, ସେମାନେ ସହଜରେ ଏହାକୁ ଅତିକ୍ରମ କରି ନିଅନ୍ତି ।