ଧ୍ଯାନଯୋଗ - Verse ଶ୍ଲୋକ 28
ଶ୍ଲୋକ 28
ଯୁଞ୍ଜନ୍ନେଵଂ ସଦାତ୍ମାନଂ ଯୋଗୀ ଵିଗତକଲ୍ମଷଃ |
ସୁଖେନ ବ୍ରହ୍ମସଂସ୍ପର୍ଶମତ୍ଯନ୍ତଂ ସୁଖମଶ୍ନୁତେ ||୬-୨୮||
Translation
ଆତ୍ମ-ସଂଯତ ଯୋଗୀ, ଈଶ୍ୱରଙ୍କ ସହିତ ନିଜକୁ ସଂଯୁକ୍ତ କରି, ଭୌତିକ ଦୋଷରୁ ମୁକ୍ତ ହୁଏ ଏବଂ ପରମାତ୍ମାଙ୍କ ସାନ୍ନିଧ୍ୟରେ ସର୍ବଦା ରହି ସର୍ବୋଚ୍ଚ କକ୍ଷର ଦିବ୍ୟ ଆନନ୍ଦ ପ୍ରାପ୍ତ କରେ ।