ଧ୍ଯାନଯୋଗ - Verse ଶ୍ଲୋକ 29
ଶ୍ଲୋକ 29
ସର୍ଵଭୂତସ୍ଥମାତ୍ମାନଂ ସର୍ଵଭୂତାନି ଚାତ୍ମନି |
ଈକ୍ଷତେ ଯୋଗଯୁକ୍ତାତ୍ମା ସର୍ଵତ୍ର ସମଦର୍ଶନଃ ||୬-୨୯||
Translation
ବାସ୍ତବିକ ଯୋଗୀ, ନିଜ ଆତ୍ମାକୁ ପରମାତ୍ମାଙ୍କ ସହିତ ସଂଲଗ୍ନ କରି, ସମଦୃଷ୍ଟି ସମ୍ପନ୍ନ ହୋଇ, ସମସ୍ତ ପ୍ରାଣୀଙ୍କୁ ଭଗବାନଙ୍କଠାରେ ଏବଂ ସମସ୍ତ ପ୍ରାଣୀଙ୍କ ମଧ୍ୟରେ ଭଗବାନଙ୍କୁ ଦେଖିଥାଆନ୍ତି ।