କର୍ମସଂନ୍ଯାସଯୋଗ - Verse ଶ୍ଲୋକ 15
ଶ୍ଲୋକ 15
ନାଦତ୍ତେ କସ୍ଯଚିତ୍ପାପଂ ନ ଚୈଵ ସୁକୃତଂ ଵିଭୁଃ |
ଅଜ୍ଞାନେନାଵୃତଂ ଜ୍ଞାନଂ ତେନ ମୁହ୍ଯନ୍ତି ଜନ୍ତଵଃ ||୫-୧୫||
Translation
ସର୍ବଶକ୍ତିମାନ ଭଗବାନ, କୌଣସି ବ୍ୟକ୍ତିର ପୁଣ୍ୟକର୍ମ ବ ପାପକର୍ମରେ ଅଂଶୀଦାର ହୁଅନ୍ତି ନାହିଁ । ଅଜ୍ଞାନରେ ଆବୃତ୍ତ ଜୀବର ଜ୍ଞାନ, ତାହା ବୁଝିପାରି ନ ଥାଏ ।