କର୍ମସଂନ୍ଯାସଯୋଗ - Verse ଶ୍ଲୋକ 14
ଶ୍ଲୋକ 14
ନ କର୍ତୃତ୍ଵଂ ନ କର୍ମାଣି ଲୋକସ୍ଯ ସୃଜତି ପ୍ରଭୁଃ |
ନ କର୍ମଫଲସଂଯୋଗଂ ସ୍ଵଭାଵସ୍ତୁ ପ୍ରଵର୍ତତେ ||୫-୧୪||
Translation
ବ୍ୟକ୍ତିର କତ୍ତୃତ୍ୱ ବା କର୍ମ ଭଗବାନଙ୍କଠାରୁ ଆସି ନ ଥାଏ; ସେ କର୍ମର ଫଳ ସହିତ ବ୍ୟକ୍ତିକୁ ସଂଯୁକ୍ତ କରନ୍ତି ନାହିଁ । ବ୍ୟକ୍ତିର ତ୍ରିଗୁଣାତ୍ମକ ସ୍ୱଭାବ ଏସବୁ କରିଥାଏ ।