କର୍ମସଂନ୍ଯାସଯୋଗ - Verse ଶ୍ଲୋକ 11
ଶ୍ଲୋକ 11
କାଯେନ ମନସା ବୁଦ୍ଧ୍ଯା କେଵଲୈରିନ୍ଦ୍ରିଯୈରପି |
ଯୋଗିନଃ କର୍ମ କୁର୍ଵନ୍ତି ସଙ୍ଗଂ ତ୍ଯକ୍ତ୍ଵାତ୍ମଶୁଦ୍ଧଯେ ||୫-୧୧||
Translation
ଯୋଗୀମାନେ ଆସକ୍ତି ତ୍ୟାଗ ପୂର୍ବକ ନିଜର ଶରୀର, ଇନ୍ଦ୍ରିୟ, ମନ ଓ ବୁଦ୍ଧି ଦ୍ୱାରା କେବଳ ଆତ୍ମଶୁଦ୍ଧି ଉଦ୍ଦେଶ୍ୟରେ ସମସ୍ତ କର୍ମ କରିଥାଆନ୍ତି ।