ଜ୍ଞାନକର୍ମସନ୍ଯାସଯୋଗ - Verse ଶ୍ଲୋକ 3
ଶ୍ଲୋକ 3
ସ ଏଵାଯଂ ମଯା ତେଽଦ୍ଯ ଯୋଗଃ ପ୍ରୋକ୍ତଃ ପୁରାତନଃ |
ଭକ୍ତୋଽସି ମେ ସଖା ଚେତି ରହସ୍ଯଂ ହ୍ଯେତଦୁତ୍ତମମ୍ ||୪-୩||
Translation
ମୁଁ ସେହି ପ୍ରାଚୀନ, ଅତ୍ୟନ୍ତ ଗୁପ୍ତ ଯୋଗର ବିଜ୍ଞାନ ଆଜି ତୁମ ସମ୍ମୁଖରେ ପ୍ରକାଶ କରୁଛି, କାରଣ ତୁମେ ମୋର ସଖା ତଥା ଭକ୍ତ ଅଟ ଏବଂ ତୁମେ ଏହି ଅଲୌକିକ ଜ୍ଞାନକୁ ବୁଝିପାରିବ ।