ଜ୍ଞାନକର୍ମସନ୍ଯାସଯୋଗ - Verse ଶ୍ଲୋକ 27
ଶ୍ଲୋକ 27
ସର୍ଵାଣୀନ୍ଦ୍ରିଯକର୍ମାଣି ପ୍ରାଣକର୍ମାଣି ଚାପରେ |
ଆତ୍ମସଂଯମଯୋଗାଗ୍ନୌ ଜୁହ୍ଵତି ଜ୍ଞାନଦୀପିତେ ||୪-୨୭||
Translation
କେତେକ ବ୍ୟକ୍ତି ଜ୍ଞାନଯୁକ୍ତ ହୋଇ, ତାଙ୍କର ଇନ୍ଦ୍ରିୟମାନଙ୍କର କର୍ମ ଏବଂ ପ୍ରାଣଶକ୍ତିକୁ ଆତ୍ମସଂଯମିତ ମନର ଅଗ୍ନିରେ ଅର୍ପଣ କରିଦିଅନ୍ତି ।