ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 8
ଶ୍ଲୋକ 8
ଦୁଃଖମିତ୍ଯେଵ ଯତ୍କର୍ମ କାଯକ୍ଲେଶଭଯାତ୍ତ୍ଯଜେତ୍ |
ସ କୃତ୍ଵା ରାଜସଂ ତ୍ଯାଗଂ ନୈଵ ତ୍ଯାଗଫଲଂ ଲଭେତ୍ ||୧୮-୮||
Translation
ଅସୁବିଧାଜନକ କିମ୍ବା ଶାରୀରିକ ଦୃଷ୍ଟିରୁ କଷ୍ଟଦାୟକ ହୋଇଥିବା ଯୋଗୁଁ ବିହିତ କର୍ମକୁ ତ୍ୟାଗ କରିବା, ରାଜସିକ ତ୍ୟାଗ ଅଟେ । ଏହିପରି ତ୍ୟାଗ ଲାଭଦାୟକ ହୋଇ ନ ଥାଏ କିମ୍ବା ବ୍ୟକ୍ତିକୁ ଉଚ୍ଚସ୍ତରକୁ ନେଇ ନ ଥାଏ ।