ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 9
ଶ୍ଲୋକ 9
କାର୍ଯମିତ୍ଯେଵ ଯତ୍କର୍ମ ନିଯତଂ କ୍ରିଯତେଽର୍ଜୁନ |
ସଙ୍ଗଂ ତ୍ଯକ୍ତ୍ଵା ଫଲଂ ଚୈଵ ସ ତ୍ଯାଗଃ ସାତ୍ତ୍ଵିକୋ ମତଃ ||୧୮-୯||
Translation
ହେ ଅର୍ଜୁନ! ଯେତେବେଳେ କର୍ତ୍ତବ୍ୟର ଆହ୍ୱାନରେ କର୍ମ କରାଯାଇଥାଏ ଏବଂ କର୍ମଫଳ କାମନା ତ୍ୟାଗ କରାଯାଇଥାଏ, ତାହାକୁ ସତ୍ତ୍ୱଗୁଣ ବିଶିଷ୍ଟ ତ୍ୟାଗ କୁହାଯାଏ ।