ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 63
ଶ୍ଲୋକ 63
ଇତି ତେ ଜ୍ଞାନମାଖ୍ଯାତଂ ଗୁହ୍ଯାଦ୍ଗୁହ୍ଯତରଂ ମଯା |
ଵିମୃଶ୍ଯୈତଦଶେଷେଣ ଯଥେଚ୍ଛସି ତଥା କୁରୁ ||୧୮-୬୩||
Translation
ଏହିପରି ଭାବରେ, ମୁଁ ଗୁପ୍ତ ଠାରୁ ମଧ୍ୟ ଅଧିକ ଗୁପ୍ତ ଜ୍ଞାନ ତୁମ ନିକଟରେ ପ୍ରକାଶ କଲି । ଏହି ବିଷୟକୁ ଗଭୀର ଭାବେ ଅନୁଧ୍ୟାନ କର ଏବଂ ତା’ପରେ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କର ।