ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 62
ମୋକ୍ଷସଂନ୍ଯାସଯୋଗ
ଶ୍ଲୋକ 62
ତମେଵ ଶରଣଂ ଗଚ୍ଛ ସର୍ଵଭାଵେନ ଭାରତ |
ତତ୍ପ୍ରସାଦାତ୍ପରାଂ ଶାନ୍ତିଂ ସ୍ଥାନଂ ପ୍ରାପ୍ସ୍ଯସି ଶାଶ୍ଵତମ୍ ||୧୮-୬୨||
Translation
ହେ ଭାରତ! ସର୍ବତୋ ଭାବରେ ତାଙ୍କର ଅନନ୍ୟ ଶରଣାଗତ ହୁଅ । ତାଙ୍କ କୃପାରୁ ତୁମେ ପରମ ଶାନ୍ତି ଏବଂ ନିତ୍ୟ ଧାମ ପ୍ରାପ୍ତ କରିବ ।