ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 64
ଶ୍ଲୋକ 64
ସର୍ଵଗୁହ୍ଯତମଂ ଭୂଯଃ ଶୃଣୁ ମେ ପରମଂ ଵଚଃ |
ଇଷ୍ଟୋଽସି ମେ ଦୃଢମିତି ତତୋ ଵକ୍ଷ୍ଯାମି ତେ ହିତମ୍ ||୧୮-୬୪||
Translation
ସର୍ବାଧିକ ଗୁପ୍ତଜ୍ଞାନ ଭାବରେ ଶ୍ରେଷ୍ଠ ଉପଦେଶ ପୁନର୍ବାର ମୋ ଠାରୁ ଶୁଣ । ତୁମର ମଙ୍ଗଳ ପାଇଁ ମୁଁ ଏହାର ଉନ୍ମୋଚନ ତୁମ ସମ୍ମୁଖରେ କରୁଛି, କାରଣ ତୁମେ ମୋର ଅତ୍ୟନ୍ତ ପ୍ରିୟ ଅଟ ।