ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 60
ଶ୍ଲୋକ 60
ସ୍ଵଭାଵଜେନ କୌନ୍ତେଯ ନିବଦ୍ଧଃ ସ୍ଵେନ କର୍ମଣା |
କର୍ତୁଂ ନେଚ୍ଛସି ଯନ୍ମୋହାତ୍କରିଷ୍ଯସ୍ଯଵଶୋପି ତତ୍ ||୧୮-୬୦||
Translation
ହେ ଅର୍ଜୁନ! ଭ୍ରମବଶତଃ ତୁମେ ଯେଉଁ କର୍ମ କରିବାକୁ ଇଚ୍ଛା କରୁନାହଁ, ଭୌତିକ ଗୁଣରୁ ଜାତ ତୁମର ନିଜସ୍ୱ ପ୍ରବୃତ୍ତି ତାହା କରିବା ପାଇଁ ତୁମକୁ ପ୍ରେରିତ କରିବ ।