ମୋକ୍ଷସଂନ୍ଯାସଯୋଗ - Verse ଶ୍ଲୋକ 20
ଶ୍ଲୋକ 20
ସର୍ଵଭୂତେଷୁ ଯେନୈକଂ ଭାଵମଵ୍ଯଯମୀକ୍ଷତେ |
ଅଵିଭକ୍ତଂ ଵିଭକ୍ତେଷୁ ତଜ୍ଜ୍ଞାନଂ ଵିଦ୍ଧି ସାତ୍ତ୍ଵିକମ୍ ||୧୮-୨୦||
Translation
ଏହା ଜାଣ ଯେ ସେହି ଜ୍ଞାନ ସାତ୍ତ୍ୱିକ ଗୁଣଯୁକ୍ତ ଅଟେ, ଯାହାଦ୍ୱାରା ଜଣେ ବ୍ୟକ୍ତି ଏକ, ଅଭିନ୍ନ, ଅବିନଶ୍ୱର ସତ୍ୟକୁ ବିବିଧ ପ୍ରକାରରେ ସମସ୍ତ ଜୀବଙ୍କ ଠାରେ ଦେଖିପାରେ ।