ଶ୍ରଦ୍ଧାତ୍ରଯଵିଭାଗଯୋଗ - Verse ଶ୍ଲୋକ 28
ଶ୍ଲୋକ 28
ଅଶ୍ରଦ୍ଧଯା ହୁତଂ ଦତ୍ତଂ ତପସ୍ତପ୍ତଂ କୃତଂ ଚ ଯତ୍ |
ଅସଦିତ୍ଯୁଚ୍ଯତେ ପାର୍ଥ ନ ଚ ତତ୍ପ୍ରେତ୍ଯ ନୋ ଇହ ||୧୭-୨୮||
Translation
ହେ ପୃଥା ପୁତ୍ର! ଯେ କୌଣସି ଯଜ୍ଞ, ତପସ୍ୟା ଅଥବା ଦାନ ଯଦି ଶ୍ରଦ୍ଧା ରହିତ ହୋଇ କରାଯାଏ, ତାହା ‘ଅସତ୍’ ଭାବରେ ବିବେଚିତ ହୁଏ । ସେଗୁଡ଼ିକ ଉଭୟ ଇହଲୋକ ଓ ପର ଲୋକରେ ମୂଲ୍ୟହୀନ ଅଟନ୍ତି ।