ଶ୍ରଦ୍ଧାତ୍ରଯଵିଭାଗଯୋଗ - Verse ଶ୍ଲୋକ 25
ଶ୍ଲୋକ 25
ତଦିତ୍ଯନଭିସନ୍ଧାଯ ଫଲଂ ଯଜ୍ଞତପଃକ୍ରିଯାଃ |
ଦାନକ୍ରିଯାଶ୍ଚ ଵିଵିଧାଃ କ୍ରିଯନ୍ତେ ମୋକ୍ଷକାଙ୍କ୍ଷିଭିଃ ||୧୭-୨୫||
Translation
ଯେଉଁମାନେ ଫଳ ପ୍ରାପ୍ତିର କାମନା କରନ୍ତି ନାହିଁ ଏବଂ ମାୟା ଜାଲରୁ ମୁକ୍ତ ହେବାକୁ ଇଚ୍ଛା କରନ୍ତି, ସେମାନେ ତପ, ଯଜ୍ଞ ଏବଂ ଦାନ କରିବା ସହିତ ‘ତତ୍’ ଶବ୍ଦର ଉଚ୍ଚାରଣ କରିଥାନ୍ତି ।