ଦୈଵାସୁରସମ୍ପଦ୍ଵିଭାଗଯୋଗ - Verse ଶ୍ଲୋକ 7
ଶ୍ଲୋକ 7
ପ୍ରଵୃତ୍ତିଂ ଚ ନିଵୃତ୍ତିଂ ଚ ଜନା ନ ଵିଦୁରାସୁରାଃ |
ନ ଶୌଚଂ ନାପି ଚାଚାରୋ ନ ସତ୍ଯଂ ତେଷୁ ଵିଦ୍ଯତେ ||୧୬-୭||
Translation
କେଉଁ କର୍ମଟି ଉଚିତ ଏବଂ କେଉଁ କର୍ମ ଅନୁଚିତ, ତାହା ଆସୁରିକ ସ୍ୱଭାବର ବ୍ୟକ୍ତିମାନେ ଜାଣିପାରନ୍ତି ନାହିଁ । ତେଣୁ ସେମାନଙ୍କ ଠାରେ ଶୁଦ୍ଧତା, ଉତ୍ତମ ଆଚରଣ କିମ୍ବା ସତ୍ୟବାଦିତା ଆଦି ଗୁଣ ଦେଖାଯାଏ ନାହିଁ ।