ପୁରୁଷୋତ୍ତମଯୋଗ - Verse ଶ୍ଲୋକ 9
ଶ୍ଲୋକ 9
ଶ୍ରୋତ୍ରଂ ଚକ୍ଷୁଃ ସ୍ପର୍ଶନଂ ଚ ରସନଂ ଘ୍ରାଣମେଵ ଚ |
ଅଧିଷ୍ଠାଯ ମନଶ୍ଚାଯଂ ଵିଷଯାନୁପସେଵତେ ||୧୫-୯||
Translation
ମନର ଚତୁଃପାଶ୍ୱର୍ରେ ବେଷ୍ଟିତ କର୍ଣ୍ଣ, ଚକ୍ଷୁ, ଚର୍ମ, ଜିହ୍ୱା ଏବଂ ନାସିକା ଆଦିର ଇନ୍ଦ୍ରିୟାନୁଭୂତିକୁ ଉପଯୋଗ କରି, ଦେହଧାରୀ ଆତ୍ମା ଇନ୍ଦ୍ରିୟ ବିଷୟଗୁଡ଼ିକର ଆସ୍ୱାଦନ କରେ ।