ପୁରୁଷୋତ୍ତମଯୋଗ - Verse ଶ୍ଲୋକ 11
ଶ୍ଲୋକ 11
ଯତନ୍ତୋ ଯୋଗିନଶ୍ଚୈନଂ ପଶ୍ଯନ୍ତ୍ଯାତ୍ମନ୍ଯଵସ୍ଥିତମ୍ |
ଯତନ୍ତୋଽପ୍ଯକୃତାତ୍ମାନୋ ନୈନଂ ପଶ୍ଯନ୍ତ୍ଯଚେତସଃ ||୧୫-୧୧||
Translation
ଶରୀର ମଧ୍ୟରେ ଆତ୍ମା ପ୍ରତିଷ୍ଠାପିତ, ଏହା ଚେଷ୍ଟାରତ ଯୋଗୀମାନେ ଜାଣିପାରନ୍ତି । କିନ୍ତୁ ଯେଉଁମାନଙ୍କର ଅନ୍ତଃକରଣ ଶୁଦ୍ଧ ନୁହେଁ, ସେମାନେ ଚେଷ୍ଟା କରି ମଧ୍ୟ ଏହା ଜାଣିପାରନ୍ତି ନାହିଁ ।