ଵିଭୂତିଯୋଗ - Verse ଶ୍ଲୋକ 33
ଶ୍ଲୋକ 33
ଅକ୍ଷରାଣାମକାରୋଽସ୍ମି ଦ୍ଵନ୍ଦ୍ଵଃ ସାମାସିକସ୍ଯ ଚ |
ଅହମେଵାକ୍ଷଯଃ କାଲୋ ଧାତାହଂ ଵିଶ୍ଵତୋମୁଖଃ ||୧୦-୩୩||
Translation
ଅକ୍ଷରମାନଙ୍କ ମଧ୍ୟରେ ମୁଁ ପ୍ରଥମ ଅକ୍ଷର ‘ଅ’ ଅଟେ । ବ୍ୟାକରଣର ସମାସମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସମାସ ଅଟେ । ମୁଁ ଅନନ୍ତ ସମୟ ଏବଂ ସ୍ରଷ୍ଟାମାନଙ୍କ ମଧ୍ୟରେ ମୁଁ ବ୍ରହ୍ମା ଅଟେ ।