ଵିଭୂତିଯୋଗ - Verse ଶ୍ଲୋକ 32
ଶ୍ଲୋକ 32
ସର୍ଗାଣାମାଦିରନ୍ତଶ୍ଚ ମଧ୍ଯଂ ଚୈଵାହମର୍ଜୁନ |
ଅଧ୍ଯାତ୍ମଵିଦ୍ଯା ଵିଦ୍ଯାନାଂ ଵାଦଃ ପ୍ରଵଦତାମହମ୍ ||୧୦-୩୨||
Translation
ହେ ଅର୍ଜୁନ! ମୋତେ ହିଁ ସମସ୍ତ ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତ ଭାବରେ ଜାଣ । ବିଜ୍ଞାନ ମଧ୍ୟରେ ମୁଁ ଅଧ୍ୟାତ୍ମ ବିଜ୍ଞାନ ଏବଂ ତର୍କ ମଧ୍ୟରେ ମୁଁ ସିଦ୍ଧାନ୍ତ ଅଟେ ।