ଵିଭୂତିଯୋଗ - Verse ଶ୍ଲୋକ 31
ଶ୍ଲୋକ 31
ପଵନଃ ପଵତାମସ୍ମି ରାମଃ ଶସ୍ତ୍ରଭୃତାମହମ୍ |
ଝଷାଣାଂ ମକରଶ୍ଚାସ୍ମି ସ୍ରୋତସାମସ୍ମି ଜାହ୍ନଵୀ ||୧୦-୩୧||
Translation
ଶୁଦ୍ଧକାରୀଙ୍କ ମଧ୍ୟରେ ମୁଁ ବାୟୁ ଏବଂ ଶସ୍ତ୍ରଧାରୀଙ୍କ ମଧ୍ୟରେ ମୁଁ ପର୍ଶୁରାମ, ଜଳଜୀବ ମାନଙ୍କ ମଧ୍ୟରେ ମୁଁ କୁମ୍ଭୀର ଏବଂ ନଦୀ ମାନଙ୍କ ମଧ୍ୟରେ ମୁଁ ଗଙ୍ଗା ଅଟେ ।