ଵିଭୂତିଯୋଗ - Verse ଶ୍ଲୋକ 30
ଶ୍ଲୋକ 30
ପ୍ରହ୍ଲାଦଶ୍ଚାସ୍ମି ଦୈତ୍ଯାନାଂ କାଲଃ କଲଯତାମହମ୍ |
ମୃଗାଣାଂ ଚ ମୃଗେନ୍ଦ୍ରୋଽହଂ ଵୈନତେଯଶ୍ଚ ପକ୍ଷିଣାମ୍ ||୧୦-୩୦||
Translation
ଦୈତ୍ୟମାନଙ୍କ ମଧ୍ୟରେ ମୁଁ ପ୍ରହ୍ଲାଦ ଅଟେ; ନିୟନ୍ତ୍ରଣକାରୀ ମାନଙ୍କ ମଧ୍ୟରେ ମୁଁ କାଳ ଅଟେ । ପଶୁମାନଙ୍କ ମଧ୍ୟରେ ମୁଁ ସିଂହ ଏବଂ ପକ୍ଷୀମାନଙ୍କ ମଧ୍ୟରେ ମୁଁ ଗରୁଡ଼ ଅଟେ ।