ଅର୍ଜୁନଵିଷାଦଯୋଗ - Verse ଶ୍ଲୋକ 47
ଶ୍ଲୋକ 47
ସଞ୍ଜଯ ଉଵାଚ |
ଏଵମୁକ୍ତ୍ଵାର୍ଜୁନଃ ସଙ୍ଖ୍ଯେ ରଥୋପସ୍ଥ ଉପାଵିଶତ୍ |
ଵିସୃଜ୍ଯ ସଶରଂ ଚାପଂ ଶୋକସଂଵିଗ୍ନମାନସଃ ||୧-୪୭||
Translation
ସଞ୍ଜୟ କହିଲେ: ଅର୍ଜୁନ ଏହା କହି ତାଙ୍କର ଧନୁ ଓ ତୀରକୁ ଦୂରେଇ ରଖି ଦେଲେ ଏବଂ ରଥ ଉପରେ ବସିପଡିଲେ । ତାଙ୍କର ମନ ବ୍ୟଥିତ ଏବଂ ଶୋକରେ ଅଭିଭୂତ ହୋଇ ଉଠିଲା ।