ରାଜଵିଦ୍ଯା ରାଜଗୁହ୍ଯଯୋଗ - Verse ଶ୍ଲୋକ 34
ଶ୍ଲୋକ 34
ମନ୍ମନା ଭଵ ମଦ୍ଭକ୍ତୋ ମଦ୍ଯାଜୀ ମାଂ ନମସ୍କୁରୁ |
ମାମେଵୈଷ୍ଯସି ଯୁକ୍ତ୍ଵୈଵମାତ୍ମାନଂ ମତ୍ପରାଯଣଃ ||୯-୩୪||
Translation
ସର୍ବଦା ମୋତେ ସ୍ମରଣ କର, ମୋର ଭକ୍ତି କର, ମୋତେ ପୂଜା କର ଏବଂ ମୋତେ ପ୍ରଣାମ କର । ତୁମର ମନ ଏବଂ ଶରୀରକୁ ମୋତେ ସମର୍ମଣ କଲେ, ନିଶ୍ଚିତ ଭାବେ ମୋର ସାମିପ୍ୟ ଲାଭ କରିବ ।