ରାଜଵିଦ୍ଯା ରାଜଗୁହ୍ଯଯୋଗ - Verse ଶ୍ଲୋକ 33
ଶ୍ଲୋକ 33
କିଂ ପୁନର୍ବ୍ରାହ୍ମଣାଃ ପୁଣ୍ଯା ଭକ୍ତା ରାଜର୍ଷଯସ୍ତଥା |
ଅନିତ୍ଯମସୁଖଂ ଲୋକମିମଂ ପ୍ରାପ୍ଯ ଭଜସ୍ଵ ମାମ୍ ||୯-୩୩||
Translation
ସେ କ୍ଷେତ୍ରରେ, ପୁଣ୍ୟବନ୍ତ ରାଜା ଏବଂ ସନ୍ଥମାନଙ୍କ ବିଷୟରେ କ’ଣ ବା କୁହାଯିବ? ସୁତରାଂ, ଏହି ଅନିତ୍ୟ ଓ ସୁଖରହିତ ସଂସାରକୁ ଆସି, ମୋର ଭକ୍ତି କର ।