ରାଜଵିଦ୍ଯା ରାଜଗୁହ୍ଯଯୋଗ - Verse ଶ୍ଲୋକ 26
ଶ୍ଲୋକ 26
ପତ୍ରଂ ପୁଷ୍ପଂ ଫଲଂ ତୋଯଂ ଯୋ ମେ ଭକ୍ତ୍ଯା ପ୍ରଯଚ୍ଛତି |
ତଦହଂ ଭକ୍ତ୍ଯୁପହୃତମଶ୍ନାମି ପ୍ରଯତାତ୍ମନଃ ||୯-୨୬||
Translation
ମୋର ଭକ୍ତ ଯଦି ଶୁଦ୍ଧ ହୃଦୟ ଓ ଭକ୍ତି ସହକାରେ, ମୋତେ କେବଳ ଗୋଟିଏ ପତ୍ର, ଗୋଟିଏ ପୁଷ୍ପ ଏମିତିକି କେବଳ ଜଳ ଅର୍ପଣ କରେ, ତେବେ ମୁଁ ତାହାକୁ ସହର୍ଷ ସ୍ୱୀକାର କରିଥାଏ ।